ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ: ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୁଚନା ଦିଆଯାଇଛି । ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ସାମିଲ ଅଛି । ତେଣୁ ଏଠାରେ ଲକଡାଉନ କଟକଣା ଜାରି ରହିବ । ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନର ସମସ୍ତ କଟକଣା ବଳବତ୍ତର ରହିବ । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସହରବାସୀ ଲକଡାଉନକୁ ସହଯୋଗ ଓ ସମର୍ଥନ … Continue reading ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ: ବିଏମ୍‌ସି